ମଶାରି


ସୁବ୍ରତର ନିଦ ଭାଂଗି ସାରିଲାଣି । ତଥାପି ସେ ଉଠୁନି । ଥରେ ଏଠାରୁ ଓହ୍ଲେଇଗଲେ ସାରା ଦୁନିଆର ଚିନ୍ତା ଗ୍ରାସ କରିଯିବ । ଆଖି ଖୋଲି ଦେଖିଲା, ଚାରି ପାଂଚୋଟି ମଛା ମଶାରି ଭିତରେ ପଶିବାକୁ ଚେଷ୍ଟା କରୁଛନ୍ତି କିନ୍ତୁ ପାରୁ ନାହାନ୍ତି । ସୁବ୍ରତ କିଛି ସମୟ ଦେଖିଲା । ତା ପରେ ମୁରୁକି ହସିଲା ଓ ଭାବିଲା, ଏ ମଛାମାନେ ହଉଛନ୍ତି ମୁଁ ଓ ମୋ ଭଳି ବେକାର ଯୁବକ । ମୁଁ ହଉଛି ସରକାରୀ ଚାକିରୀ । ଆଉ ଏ ମଶାରିଟି ହଉଛି.... ନା...ଥାଉ । ଡିଫାଇନ ନ କଲେ ଭଲ । 
--ଗୁप्तेs
28th Dec 2018

Comments

Post a Comment

Popular posts