ପୁନରାବୃତ୍ତି


ସହରର ଉପାନ୍ତରେ ଗଢି ଉଠିଥିବା ନୁଆଁ କଲୋନି ଦେଇ ଯିବା ସମୟରେ ଦେଖିଲି ଜଣେ ଲୋକ ଘର ବାହାରେ ଠିଆ ହୋଇ ପଡୋଶୀଂକ ସାଂଗେ ହସ ଗମାତରେ କଥା ହେଉଛନ୍ତି । ଘର ପିଂଢା ଉପରେ ବସି ୩-୪ ବର୍ଷର ଗୋଟେ ସୁନ୍ଦର କୁନି ଝିଅଟି ତାଂକୁ ଡାକୁଛି " ବାବା ବାବା...." । ତାଂକର କିନ୍ତୁ ନିଘା ନାହିଁ । ତାଂକ ଘର ପାର ହୋଇ ଆସିଲା ପରେ ମନରେ ଗୋଟେ ଚିନ୍ତା ଆସିଲା ଯେ, ଆଜକୁ ୩୦-୪୦ ବର୍ଷ ପରେ ବୋଧହୁଏ ଏ ପରିସ୍ଥିତିର ପୁନରାବୃତ୍ତି ହେବ କିନ୍ତୁ ପାତ୍ର ବଦଳି ଯାଇଥିବେ ।  
--ଗୁप्तेs

Comments

Popular posts