ବଳି
ବାଲି ମାଫିଆ ବିକ୍ରମକୁ ତା ସହଯୋଗୀ କହିଲା, "ସାର, ଏତେ ଖୋଳିବାଟା ଠିକ୍ ହବନି । ଚେକ ଡ୍ୟାମଟା ହେଇ ସାରିଲା ପରେ ପାଣି ଲେବେଲ ଟା ବଢିଯିବ । କିଏ ମରିଯାଇ ପାରନ୍ତି । "
ବିକ୍ରମ : ତୁ ଏତେ ଭାବୁନା । ମୁଁ ମନ୍ତ୍ରୀକି କହିକି ଡେଂଜର ବୋର୍ଡ ଗୋଟେ ମାରିଦେବି ।
ଗତ ସାତ ବର୍ଷରେ ଚାଳିଶି ଲୋକେ ମରିଲେଣି । ଲୋକେ କିନ୍ତୁ ଭାବୁଛନ୍ତି, ପାଖରେ ଥିବା ଠାକୁରାଣୀ ମାଁ ବଳି ନଉଛନ୍ତି ।
---ଗୁप्तेs
6th oct 2018

Comments
Post a Comment