ପ୍ରସାଦ
ସ୍ୱର୍ଗରେ ଦେବତା ମାନଙ୍କର ବୈଦ୍ୟ ପ୍ରଭୁ ଅଶ୍ୱିନୀ କୁମାରଙ୍କ ଦୁଆରରେ ଆଜି ପ୍ରବଳ ଭିଡ । ଅଧିକାଂଶ ଦେବଦେବୀ କ୍ୟାନସର୍ ରୋଗରେ ପୀଡିତ । ପ୍ରଭୁ ଅଶ୍ୱିନୀ କୁମାର ମର୍ତ୍ତ୍ଯ ଆଡେ ଚାଁହି ମଣିଷ ଜାତି ପ୍ରତି ଧନ୍ୟବାଦାର୍ଥେ କହିଲେ,
"ଏହିପରି କାରବାଇଡ୍ ରେ ପଚେଇ ଫଳ-ମୂଳ,କଦଳୀ ପୂଜା କରୁଥାଅ । ମୋର ବେପାର ଭଲ ଚାଲିଥିବ । "
--ଗୁप्तेs
5th Nov 2018

Comments
Post a Comment